କଟକ ନିଆଳିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ
ଆଉ ଶିକ୍ଷକ ତିଆରି କାରଖାନାରେ ତିଆରି ହେବେନି ଶିକ୍ଷକ । କଲେଜରେ ବନ୍ଦ ହେଲା ନାମଲେଖା । ସମ୍ବଲପୁରର ସର୍ବପୁରାତନ ଡ. ପର୍ଶୁରାମ ମିଶ୍ର BED ଟ୍ରେନିଂ କଲେଜରେ ନାମଲେଖା ବନ୍ଦ ରହିଛି । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଏହି ନାମଲେଖା ବନ୍ଦ ହୋଇଛି ....
#ArgusNews #Sambalpur #Redhakhol #BED_COLLEGE #Admission_Closed