5ବର୍ଷ ହେଲା ଅଜଣା ରୋଗରେ ପୀଡିତ ମନମୁଣ୍ଡା ଗାଁର ପୁଅ ରାମଶଙ୍କର । ପାଠ ପଢିବା ବୟସରେ ଜୀବନ ତାଙ୍କ ପାଇଁ ବୋଝ ହୋଇଯାଇଛି । ସେପଟେ ପୁଅର ଚିକିତ୍ସା ପାଇଁ ଋଣ କରଜରେ ବୁଡି ଗଲେଣି ବାପା ମା । ଏବେ କେବଳ ସରକାରୀ ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି ପରିବାର ....
#ArgusNews #OdishaNews #Boudh #Unknown_Disease