ଡହ ଡହ ଖରାରେ ଓଡିଶା ଜଳୁଥିବା ବେଳେ ଅସ୍ତବ୍ୟସ୍ଥ ହୋଇପଡିଛି ଜନଜୀବନ। ହେଲେ ଆଜିଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବେଳେ ତାତିରୁ କିଛି ମାତ୍ରାରେ ଅସ୍ବସ୍ତି ମିଳିପାରେ ବୋଲି କହିଛି ପାଣିପାଗ ବିଭାଗ