#ମାରିଦେଇ_ଚାପିଦେବାର_ବଡ଼_ଷଡଯନ୍ତ୍ର_କି
#ଗନ୍_ଗାଙ୍ଗପୁର_ଗମାଙ୍ଗ_ପଛର_ରହସ୍ୟ_କଣ ?
ଦୁଇ ପୋଲିସ ବାବୁ ଆସିଲେ। କଥା ହେଲେ। ମାଙ୍କୁ କହିଲେ ଆପଣ ଗାଧୋଇବା ପାଇଁ ଯାଆନ୍ତୁ । ହଠାତ୍ ଗୁଳିର ଶବ୍ଦ ଶୁଭିଲା। ମା ଆସି ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛନ୍ତି ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗ। ତେବେ ଘଟଣାକୁ ନେଇ ବଢିବାରେ ଲାଗିଛି ସସପେନ୍ସ।
#Police #Gangapur #Odisha #ArgusNews