ଶିଳ୍ପୀଙ୍କ ହାତରେ ରହିଛି ଯାଦୁ । ଖୁବ କମ ସମୟ ମଧ୍ୟରେ ମାଟି ପିଣ୍ଡୁଳାକୁ ସେ ଦେଇଥାନ୍ତି ଜୀବନ୍ତ ରୂପ । ଭଳିକି ଭଳି ସାମଗ୍ରୀ ପ୍ରସ୍ତୁତ କରି ଟେରାକୋଟା ଶିଳ୍ପ ପରମ୍ପରାକୁ ସମୃଦ୍ଧ କରିଛନ୍ତି ବାଲେଶ୍ୱରର ଅନନ୍ୟ ଟେରାକୋଟା ଶିଳ୍ପୀ ଅଲେଖ କୁମାର ସାହୁ । ତାଙ୍କର ପ୍ରତିଟି କଳା ଦର୍ଶକଙ୍କୁ ଦେଇଥାଏ ଭରପୁର ତୃପ୍ତି ।
#ArgusNews #ArgusNewsTv #Odisha #Balasore #Clay_Artist #Teracotta_Artist