ଭଜନ ହେଉ ବା ଆଲବମ । ଯେ କୌଣସି ଗୀତ ତାଙ୍କ ମୁହଁରୁ ଶୁଣିବେ ଆପଣ ମୁଗ୍ଧ ହୋଇଯିବେ । ସୋସିଆଲ ମିଡିଆରେ ତାଙ୍କ ସ୍ୱର ଯାଦୁ ତାଙ୍କୁ ଏବେ ଚର୍ଚ୍ଚିତ କରିଛି । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ସର୍ଦ୍ଦାବନ୍ଧ ଗ୍ରାମର ସ୍ବାଗତିକା ମୁର୍ମୁ । ଥରେ ଶୁଣି ନିଅନ୍ତୁ କେମିତି ମନ କିଣି ନେବା ପରି ଗୀତ ଗାଉଛନ୍ତି ଏହି 10 ବର୍ଷର ଝିଅ ।
#ArgusNews #ArgusNewsTV #Odisha #Balasore #Singer