#ଜଗା_ପ୍ରେମରେ_ବିଦେଶୀ !
ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ସହ ଓଡ଼ିଆ ସଂସ୍କୃତି ପରମ୍ପରା ଓତଃପ୍ରୋତ ଭାବେ ଜଡ଼ିତ । ଏଥିରେ ନିଜକୁ ଓ ଭଗବାନଙ୍କୁ ଜାଣିବାର ଅବକାଶ ତ ମିଳେ, ତା ସହିତ ଭଗବତ ସେବାରେ ନିଜକୁ ସମର୍ପଣ କରିବାର ଭାବନା ମଧ୍ୟ ଜାଗ୍ରତ ହୋଇଥାଏ
#ArgusNews #Odsiha #ArgusNewsTV #Jagannath #foreigner