#ଶିକ୍ଷାର_ବିକାଶ_ଘଟିଲେ_ସମାଜର_ବିକାଶ_ଘଟେ
#ତେଣୁ_ଶିକ୍ଷା_ଅନୁଷ୍ଠାନର_ବେଶ_ଗୁରୁତ୍ବପୂର୍ଣ୍ଣ_ଭୂମିକା_
ରହିଛି । ହେଲେ ଜିଲ୍ଲାର ସର୍ବ ପୁରାତ୍ତନ ଶିକ୍ଷା ଅନୁଷ୍ଠାନ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଚାଲିଛି ଶୀତଳ ଯୁଦ୍ଧ। ଏ ଯୁଦ୍ଧ ଆଉ କାହା ସହ ନୁହଁ ବରଂ ଉଭୟ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ +୩ ଫକୀର ମୋହନ ସ୍ବଂୟ ଶାସିତ ମହାବିଦ୍ୟାଳୟ ମଧ୍ୟରେ। ଯାହାକୁ ନେଇ ବଢିବାରେ ଲାଗିଛି ଉଭୟ କଲେଜ ମଧ୍ୟରେ ତିକ୍ତତା।
#ArgusNews #ArgusNewsTV #Odisha #Balasore #FakirMohanUniversity