#ବାଜିଲା_ଘଣ୍ଟି_ଖୋଲିଲା_ସ୍କୁଲ !
ବହୁତ ଦିନ ପରେ ଆଜି ଖୋଲିଲା ସ୍କୁଲ ଓ କଲେଜ। ଛାତ୍ରଛାତ୍ରୀମାନେ ପରସ୍ପରଙ୍କୁ ଦେଖି ଖୁବ ଆନନ୍ଦିତ ଥିଲେ । ଚଳଚଞ୍ଚଳ ହୋଇ ଉଠିଥିଲା ସ୍କୁଲ ଓ କଲେଜ ପରିବେଶ । ତେବେ କରୋନା କଟକଣା ଭିତରେ ରାଜ୍ୟରେ ଖୋଲିଛି ଦଶମ ଏବଂ ଦ୍ବାଦଶ ଶ୍ରେଣୀ
#ArgusNews #Odisha #ArgusNewsTV #School_Open #Student #Covid19 #CoronaGuideline