ସରକାରୀ ଯୋଜନା ବାଟବଣା। ପଶ୍ଚିମ ବଡ଼ଚଣା ବୋଲି ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଯୋଜନା ନାଁ ରେ ତୁଚ୍ଛା ମିଛ କହି ଲୋକଙ୍କୁ ଭୁଆଁ ବୁଲାଛନ୍ତି ସରକରା । ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେବି ବଡ଼ଚଣା ଅଞ୍ଚଳର ସମିଆଁ ଗ୍ରାମପଞ୍ଚାୟତ ବଡ଼ଶିଳା ଗ୍ରାମକୁ ଆଜିବି ନାହିଁ ପକ୍କା ରାସ୍ତା ।
#Jajpur #Badachana #govtyojanafailed #PublicIssue #Basicfacilities #TransportIssues #Pabitrasamal #Odisha #ArgusNews