#ହାସ୍ୟ_ଅଭିନେତା_ମୃତ୍ୟୁଞ୍ଜୟ_ମହାପାତ୍ର_ଏବେ_ଶଯ୍ୟାଶାୟୀ
ଛୋଟ ଘା ଏବେ କ୍ୟାନସରର ରୂପ ନେଇଛି। ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସରିଥିବା ବେଳେ ଏବେ ପାଖରେ ଅର୍ଥ ନାହିଁ। ତେଣୁ ଚିକିତ୍ସା କିଭଳି ହେବ ତାକୁ ନେଇ ଏବେ ଚିନ୍ତାରେ
#ArgusNews #Odisha #ArgusNewsTV #Comedy_Actor #MrutyunjayaMohapatra #cancerdisease #lockdown