ପୁରୀ ଜିଲ୍ଲା ଗୋପ ବ୍ଲକରେ ବୋହିଯାଇଥିବା ଧନୁଆ ନଦୀ ଚାଷୀମାନଙ୍କ ପାଇଁ ଦୁଃଖ ପାଲଟିଛି । ଵର୍ଷ ଵର୍ଷ ଧରି ଏହି ନଦୀରେ ବନ୍ୟା ସମସ୍ୟା ଲାଗିରହିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହେଉନଥିବାରୁ ଚାଷୀଙ୍କର ସୁନାର ଫସଲ ଏବେ ଉଜୁଡି ଯାଇଛି ....
#Argusnews #Odisha #Puri #Gop #Flood