ବର୍ତ୍ତମାନ ଅଭିନେତ୍ରୀ ଏହି ଇଭେଣ୍ଟରୁ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଲୁକ୍ ଭାରି ଚର୍ଚ୍ଚାରେ ରହିଛି। କୀର୍ତ୍ତି ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଏକ କ୍ୟାପଶନ ବି ଦେଇଛନ୍ତି। ସେ ଲେଖିଛନ୍ତି ଏହି ପୁରସ୍କାର ମୋ ପାଇଁ ଭାରି ସ୍ପେଶାଲ। ମୁଁ ପାଇଥିବା ପୁରସ୍କାର ପାଇଁ ଯେଉଁମାନେ ମୋତେ ସମର୍ଥନ କରୁଛନ୍ତି ମୁଁ ସେମାନଙ୍କ ନିକଟରେ ସବୁବେଳ ପାଇଁ କୃତଜ୍ଞ। ଏହି ପୁରସ୍କାର ପାଇଁ ଫିଲ୍ମଫେୟାରକୁ ଅନେକ ଅନେକ ଧନ୍ୟବାଦ। କୀର୍ତ୍ତି ଏହି ଫଟୋରେ ଖୁବ ଆକର୍ଷଣୀୟ ଦେଖାଯାଉଛନ୍ତି। ଏହି ଫଟୋ ପୋଜରେ ମଧ୍ୟ ସେ ବେଶ ସୁନ୍ଦର ଦିଶୁଛନ୍ତି।
ସାଉଥ ଅଭିନେତ୍ରୀ କୀର୍ତ୍ତି ଏବେ ଭାରି ଚର୍ଚ୍ଚାରେ

ଅର୍ଗସ ବ୍ୟୁରୋ: ସାଉଥ ଅଭିନେତ୍ରୀ କାର୍ତ୍ତି ସେଟ୍ଟି ଏବେ ଖୁବ ଚର୍ଚ୍ଚାରେ। ଫିଲ୍ମ `ବେଙ୍ଗାରାଜୁ’ରେ ସାଉଥ ଅଭିନେତା ନାଗା ଚୈତନ୍ୟଙ୍କ ସହ କାମ କରିଥିବା ଅଭିନେତ୍ରୀ କୀର୍ତ୍ତି ନିକଟରେ ଫିଲ୍ମଫେୟାର ଇଭେଣ୍ଟରେ ଯୋଗ ଦେଇଥିଲେ।
Download Argus News App
