ଖାଲି ପେଟରେ ଯଦି ଏହି ଖାଦ୍ୟ ଖାଉଛନ୍ତି ତେଵେ ଆପଣଙ୍କର ରୋଗ ହେଵାର ଆଶଙ୍କା ଵଢିଥାଏ ।
ଦହି :- ଖାଲି ପେଟରେ ଦହି ଖାଇବା ଦ୍ଵାରା ଉତ୍ତମ ବ୍ୟାକ୍ଟେରିଆ ଗୁଡିକ ନଷ୍ଟ ହୋଇଯାଇପାରେ । ତାହାସହ ଏସିଡିଟିର ମାତ୍ରା ଵଢିଥାଏ ।
କଫି :- ସକାଳ ହେଲେ ସମସ୍ତେ କଫି ପିଇଵାକୁ ପସନ୍ଦ କରିଥାନ୍ତି । କିନ୍ତୁ କଫିରେ ଅଧିକ ମିଠା ଥିଵାରୁ ତାହା ସ୍ୟାସ୍ଥ ଉପରେ କୁପ୍ରଭାଵ ପଡିଥାଏ ।
ଲେମ୍ଵୁ :- ଲେମ୍ଵୁ ଓ ସଂତରା ଭଳି ଖଟା ଫଳ ଖାଆନ୍ତୁ ନାହିଁ କାରଣ ସେଥିରେ ସାଇଟ୍ରିକ ଏସିଡର ମାତ୍ରା ଅଧିକ ଥାଏ ।ସେଥିପାଇଁ ସେଗୁଡିକ ଖାଇଵା ଦ୍ଵାରା ଏସିଡିଟିର ମାତ୍ରା ଵଢିଥାଏ ।
ମସଲା ଖାଦ୍ୟ :- ଖାଲି ପେଟରେ ମସଲା ଖାଦ୍ୟ ଖାଇଵା ଦ୍ଵାରା ପେଟର ସମସ୍ୟା ଵଢିଥାଏ ।