ଅର୍ଗସ ବ୍ୟୁରୋ: ପିଲା ମାନେ ଯେତେବେଳ ଜନ୍ମ ହୋଇଥାନ୍ତି କାହାର କାହାର ଚୁଟି ଥାଏ କିନ୍ତୁ ଅନେକ ପିଲାମନଙ୍କର ଚୁଟି ଜମା ନଥାଏ । ସେତେବେଳେ ଆପଣ ମାନେ ଚିନ୍ତାରେ ଥିବେ କଣ କଲେ ପିଲାର ଚୁଟି ଶୀଘ୍ର ବଢିବ ।ଯଦି ଆପଣମାନେ ବି ନିଜ ପିଲାର ଚୁଟି ବଢାଇବାକୁ ଚାହୁଛନ୍ତି ତେବେ ଏହି କାମ କରନ୍ତୁ ।
ଛୋଟ ପିଲାମାନଙ୍କର ସ୍କିନ ଆଉ ଚୁଟି ବହୁତ କୋମଳ ହୋଇଥାଏ । ସେମାନଙ୍କର ଯତ୍ନ ନେବା ସହଜ ହୋଇନଥାଏ । ତେବେ ଛୋଟ ପିଲାମାନଙ୍କର ଚୁଟି ଵଢାଇବା ପାଇଁ କିଛି ସାଧାରଣ ଉପାୟ ବ୍ୟବହାର କରନ୍ତୁ ।
:ଛୋଟ ପିଲାମାନଙ୍କର ଚୁଟି ବଢାଇବା ପାଇଁ ପ୍ରତିଦିନ ମୁଣ୍ଡରେ ନଡିଆ ତେଲ ଲଗାଇ ମାଲିସ କରନ୍ତୁ ।
:ନିୟମିତ ଭାବରେ ସେମାନଙ୍କ ମୁଣ୍ଡକୁ ଭଲ ଭାବରେ କୁଣ୍ଡାନ୍ତୁ ।
:ଛୋଟ ପିଲାମାନଙ୍କର ଚୁଟିକୁ ସପ୍ତାହକୁ ୨ଥର ସାମ୍ପୁରେ ଭଲ ଭାବରେ ଧୁଅନ୍ତୁ
:ସଂପଟ ବ୍ରସ ଦ୍ଵାରା ଛୋଟ ପିଲାମାନଙ୍କର ଚୁଟିକୁ ଶୁଖାଇଦିଅ ।
:୬ ମାସରୁ ଅଧିକ ପିଲାମାନଙ୍କୁ ହେଲଦି ଖାଇବା ଦିଅନ୍ତୁ ।
:ସେମାନଙ୍କ ଖାଇବାରେ ଆମ୍ଵ,ଗାଜର,କଦଳୀ ଏହି ସବୁ ଖାଦ୍ୟକୁ ଅର୍ନ୍ତଭୁକ୍ତ କରନ୍ତୁ ।