ଏହାକୁ ନିର୍ମାଣ କରିବାକୁ ଉତ୍ତର ଭାରତୀୟ ରେଲଓ୍ୱେକୁ ୧,୪୮୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଏହାର ନିର୍ମାଣ କାର୍ଯ୍ୟ ୨୦୦୨ ରେ ଆରମ୍ଭ ହୋଇଥିଲା ଏବଂ ୨୦୨୪ରେ ଅର୍ଥାତ ୨୨ ବର୍ଷ ପରେ ଏହା ପ୍ରସ୍ତୁତ ହୋଇଛି। ଏହି ବ୍ରିଜ୍ ନିକଟରେ ୨୬୬କିମି ବେଗରେ ପବନ ବହିଥାଏ। ତାହା ବାତ୍ୟା ଠାରୁ ବି ଅଧିକ । ଏହି ବ୍ରିଜ୍ କୌଣସି ପ୍ରକାର ଭୂକମ୍ପ ଏବଂ ଖରାପ ପାଗ କୁ ସହିବାର କ୍ଷମତା ରଖିଛି। ଏହି ବ୍ରିଜ ଉପରେ ୧୦୦ ସ୍ପିଡ୍ ରେ ଟ୍ରେନ ଗତି କରିପାରିବ। ତେବେ ଆଶ୍ଚର୍ଯ୍ୟକର କଥା ଯେ ଏହି ବ୍ରିଜ୍ର ସ୍ଥାୟୀତ୍ୱ ପାଖାପାଖି ୧୨୦ ବର୍ଷ ବୋଲି କୁହାଯାଉଛି।
ଅଧିକ ପଢନ୍ତୁ ବିଦେଶ ଖବର