Be the first to know any news. You will get latest stories and video updates through the day. You can turn them off anytime.
ଅର୍ଗସ ବ୍ୟୁରୋ: ତାମିଲନାଡୁ ଉପକୂଳରେ ବାତ୍ୟା ଫେଙ୍ଗଲର ଲ୍ୟାଣ୍ଡଫଲ୍ । ଫେଙ୍ଗଲ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ଦୁଇରୁ ତିନିଫୁଟ ପର୍ଯ୍ୟନ୍ତ ପାଣି ଲହଡି ମାରୁଛି । ବିମାନ ଓ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ବାତ୍ୟା ପାଇଁ ତାମିଲନାଡୁରେ ହାଇଆଲର୍ଟ ।