ଓଡ଼ିଶା ବାହାରେ ସେମାନଙ୍କ ବେପାର ବାଣିଜ୍ୟ ପାଇଁ ଓଡ଼ିଶା ପର୍ବ ବଡ଼ ସୁଯୋଗ ଦେଇଛି ବୋଲି ସେମାନେ କହିଛନ୍ତି । ଦିଲ୍ଲୀ ଦରବାରରେ ସେମାନଙ୍କୁ ନିଜ ନିଜର ଷ୍ଟାର୍ଟ ଅପ୍ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଆ ସମାଜକୁ ଧନ୍ୟବାଦ ଦେଇଛନ୍ତି । Textile, ଦକ୍ଷତା ବିକାଶ, କୃଷି, ପର୍ଯଟନ, ପ୍ରଯୁକ୍ତିବଦ୍ୟା, ବିଦ୍ୟୁତ୍ ଚାଳିତ ଗାଡ଼ି, milk production, ମତ୍ସ ଚାଷ ଆଦି ଉପରେ କାର୍ଯ କରୁଥିବା start app ମାନେ ନିଜ ନିଜର start ଅପ୍ ପ୍ରଦର୍ଶନ କରିଛନ୍ତି ।
ଉତ୍ତରପ୍ରଦେଶ, ସୁନ୍ଦରଗଡ଼, ଭୁବନେଶ୍ୱର, କେନ୍ଦୁଝର, ପୁରୀ, କଳାହାଣ୍ଡି, ବ୍ରହ୍ମପୁର ଆଦି ସ୍ଥାନରୁ ୩୫ ଟି ଓଡ଼ିଆ start ଅପ୍ ଓଡ଼ିଶା ପର୍ବରେ ଅଂଶଗ୍ରହଣ କରିଛନ୍ତି । ଏହାସହ ଅପରାହ୍ନରେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।