ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
କୋଲକତାର ଦୁଇ ଦିନିଆ ଗସ୍ତରେ ପିଏମ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅର୍ଥାତ୍ ଆଜିଠୁ କୋଲକତାର ଦୁଇଦିନିଆ ଗସ୍ତରେ ଯିବେ । ଏହି ସମୟରେ କୋଲକତାର ବନ୍ଦରଗାହ ଟ୍ରଷ୍ଟର 150 ତମ ବାର୍ଷିକ ଉତ୍ସବ ସମାରୋହରେ ସାମିଲ ହେବେ ।
ଏଥିସହିତ ଐତିହ ବିଲ୍ଡିଂକୁ ଦେଶକୁ ସମର୍ପିତ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାୟଳ (ପିଏମଓ)ର ସୂଚନାମୁତାବକ ପ୍ରଧାନମନ୍ତ୍ରୀ ଶନିବାର ଦିନ କୋଲକତାର ଐତିହ ବିଲ୍ଡିଂ କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏଠାର ଅନ୍ୟ ଏକ କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଗୋଟିଏ ମଞ୍ଚରେ ଏକତ୍ରିତ ହେବେ ।
Download Argus News App
