Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳି ଅଧିକ ହେଉଛନ୍ତି । ସମ୍ବଲପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ପ୍ରାର୍ଥୀ ହେବା ପରେ ସେ ଆସନରୁ ବିଜୟ ହେବା ତାଙ୍କ ଲାଗି ସ୍ଵପ୍ନ ଏ କଥା ସେ ବି ଜାଣିଛନ୍ତି । ହେଲେ ବ
ବବିଙ୍କୁ ପାଇଁ ଚିନ୍ତା ବଢାଇଲାଣି ସମ୍ବଲପୁର
ଅର୍ଗସ ବ୍ୟୁରୋ : ବିଜେଡିରେ ବବିଙ୍କ ଅବସ୍ଥା ଏବେ ସାଙ୍ଘାତିକ । ଦଳ ତାଙ୍କୁ ଧୀରେ ଧୀରେ କୁଆଡ଼େ ଦୂରେଇ ଦେଉଛି । ଯିଏ ଦିନେ ପାୱାର କରିଡରରେ ଚକ୍କର କାଟୁଥିଲେ ଆଜି ସିଏ ଦଳ ଲାଗି ପ୍ରାୟତଃ ଅଲୋଡା ହୋଇଗଲେଣି । ଏମିତିକି ପୂର୍ବତନ ନେତା କଳ୍ପତରୁଙ୍କ ପରି ତାଙ୍କ ଅବସ୍ଥା ହୋଇପାରେ ବୋଲି ଲୋକେ ଟୁପୁରୁଟାପୁରୁ ହେଲେଣି । ବବିଙ୍କ ରାଜନୀତିକ କ୍ୟାରିୟରକୁ ଶେଷ କରିବା ପାଇଁ ବିଜେଡି ବ