ଧକ୍କା ଦେବାର ଆଶଙ୍କା ୭୨ ପ୍ରତିଶତ ରହିଛି । ତେବେ ଏହି ଉପଗ୍ରହର ଆକାର ବିଷୟରେ କିଛି କୁହାଯାଇନି। ବୈଜ୍ଞାନିକ ମାନେ ଏହି ବିପତ୍ତିକୁ ଅଟକେଇବା ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ଥ ହୋଇପାରିବେନି ବୋଲି କହିଛନ୍ତି । ୨୦ ଜୁନ୍ ରେ ଏହି ଏକ୍ସରସାଇଜ ସମରିକୁ ଜାରି କରିଥିଲା ନାସା। ତେବେ ବଜ୍ଞାନିକଙ୍କ ଗଣନା ଅନୁସାରେ ଏହି କ୍ଷୁଦ୍ର ଉପଗ୍ରହ ପାଖାପାଖି ୧୪ ବର୍ଷ ମଧ୍ୟରେ ପୃଥିବୀକୁ ଧକ୍କା ଦୋବର ୭୨ ପରସେଣ୍ଟ ସମ୍ଭାବନା ଅଛି। ୧୨ ଜୁଲାଇ ୨୦୩୮ ମସିହା ସମୟ ଅପରାହ୍ନ ୨ଟା ୨୫ ମିନିଟ୍ରେ ଏହି ପୃଥିବୀକୁ ଧକ୍କା ଦେବ ଉପଗ୍ରହ। ଏପରି ଏକ ବିପଦ ପୃଥିବୀକୁ ମାଡି ଆସିବ ବୋଲି ଅନେକ ବର୍ଷ ପୂର୍ବରୁ ଭବିଷ୍ୟବାଣୀ ହୋଇସାରିଛି। କିନ୍ତୁ ଏହି ବିପତିରୁ କିପରି ରକ୍ଷା କରାଯାଇପାରିବ ସେନେଇ ଏପର୍ଯ୍ୟନ୍ତ ବୈଜ୍ଞାନିକ ମାନେ କିଛ ଟେକନିକ୍ ପାଇପାରିନାହାଁନ୍ତି। ତେବେ ଏହି ଖବର ନାଶରୁ ଆସିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି।
ଅଧିକ ଦେଖନ୍ତୁ :