ଅନ୍ୟ ମାନଙ୍କ ମଧ୍ୟରେ ଜୟଦେବ ଷଡ଼ଙ୍ଗୀ, ଡ. ଦେବୀ ପ୍ରସାଦ ଦାସ, ଅବନୀ କୁମାର ସାହୁ, ବିଜୟଲକ୍ଷ୍ମୀ ନନ୍ଦା, ଶୋଭା ବଗାଇ, ଶ୍ରୀ ଜେ. ବି. ମହାପାତ୍ର, ଡ. ଯଦୁମଣି ଜେନା, ପ୍ରଫେସର ବିଭୁ ବିଶ୍ଵାଳ, ମେଜର ଜେନେରାଲ ଆର୍ ସି ପାଣ୍ଡେ, ସମର ପ୍ରତାପ ନାୟକ ଏବଂ ଅନ୍ୟାନ୍ୟ ଅତିଥିଗଣ ଙ୍କ ଗହଣରେ ସଜ୍ଜିତ ହୋଇଥିଲା ଦୁଇଟି ପ୍ୟାନେଲ ଏବଂ ଏକ ଟକ୍। ଏହା ସଙ୍ଗେ କୁଇଜ୍ ପ୍ରତିଯୋଗିତା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସୁସ୍ୱାଦୁ ବ୍ୟଞ୍ଜନ ଯଥା କାକରା, ଦାନ୍ତିକିଲି, ଦହିବରା ଆଲୁଦମ୍, ଚାଉଳ ବରା ଏବଂ ରାତ୍ରି ଭୋଜନ ମଧ୍ୟ ଆୟୋଜିତ କରଯାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର