ବିହାରର ମାତା ମୁଣ୍ଡେଶ୍ଵରୀଙ୍କ ମନ୍ଦିର ଦୁନିଆର ସବୁଠାରୁ ପୂରାତନ ମନ୍ଦିର ଅଟେ । ମନ୍ଦିରରୁ ମିଳିଥିବା ଏକ ପଥର ଖଣ୍ଡକୁ ଦେଖି ଯାହା ଅନୁମାନ କରାଯାଇଛି ସେହି ପଥରଟି ୩୮୯ ଖ୍ରୀ.ପୂ ପୁରୁଣା ପଥର ।ଏହି ମନ୍ଦିରଟି ବିହାରର କୋମୁର ଜିଲ୍ଲାରେ ଅବସ୍ତିତ ।
ମିଳିଥିବା ପଥର ଖଣ୍ଡରେ ସଫା ସଫା ଲେଖାଯାଇଛି କି ମନ୍ଦିରରେ ରହିଥିବା ମୂର୍ତ୍ତୀ ଉତ୍ତର ଗୁପ୍ତ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ ଏହି ମନ୍ଦିରରକୁ ବହୁତ ରହସ୍ୟମୟ ମନ୍ଦିର ବୋଲି କୁହାଯାଏ । ଏହି ମନ୍ଦିରର ପରିସର ଭିତରେ ଗୋଟେ ପଚଂମୁଖି ଶିବ ଲିଙ୍ଗ ଅଛି ଯାହାକି ଦିନରେ ୩ଥର ତାର ରଙ୍ଗ ବଦଳାଉଛି । ଆହୁରି ମଧ୍ୟ କୁହାଯାଏ କି ସେଠାରେ ରକ୍ତ ବାହାର ନକରି ବଳି ଦିଆଯାଇଥାଏ । ଖାଲି ସେତିକି ରହସ୍ୟ ନୁହେଁ ସେଠାରେ ଚଣ୍ଡ, ମଣ୍ଡ ନାମକ ଅଶୁର ରହିଥାଏ ଯେଉଁମାନେକି ଲୋକ ମାନଙ୍କର ହିତ କାମନା କରିଥାନ୍ତି ।
ମାତା ଭବାନୀ ପୂଥିବୀ ତାଙ୍କୁ ମାରିବା ପାଇଁ ପାହାଡ ଉପରକୁ ଆସିଥିଲେ ,ସେବେ ଠାରୁ ସେଇ ଜାଗା ମୁଣ୍ଡେଶ୍ଵରୀ ଦେବୀଙ୍କ ନାମରେ ପ୍ରସିଦ୍ଧି ଲାଭ କରିଛି ।