ନୀଳଗିରି ତେରଲଡ଼ିହି ଗାଁରେ ଧର୍ମାନ୍ତରୀକରଣ ଅଭିଯୋଗ
ଆଜିଠୁ ଜଳେଶ୍ୱରକୁ 4 ଦିନିଆ ସଟ ଡାଉନ ଘୋଷଣା

ଜଳେଶ୍ୱର : ଜଳେଶ୍ୱରକୁ ଆଜିଠୁ 4 ଦିନିଆ ସଟ ଡାଉନ ଘୋଷଣା କରାଯାଇଛି । ଆଜି ସନ୍ଧ୍ୟା 5ଟାରୁ ଶୁକ୍ରବାର ସକାଳ 5ଟା ପର୍ଯ୍ୟନ୍ତ ଜଳେଶ୍ୱର ସଟଡାଉନ ରହିବ । ଜଳେଶ୍ୱର ପୌରାଞ୍ଚଳରେ 12ଟି ପଜିଟିଭି ଚିହ୍ନଟ ପରେ ଘୋଷଣା କରିଛନ୍ତି ବାଲେଶ୍ଵର ଜିଲ୍ଲାପାଳ। ତେବେ ବାଲେଶ୍ୱରରେ ଦିନକୁ ଦିନ ସଙ୍ଗୀନ ହେଉଛି କୋରୋନା ସ୍ଥିତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 519ରେ ପହଞ୍ଚିଛି ।
ଯୁବ ବିଚାରପତି ଅଙ୍କିତା

ଅର୍ଗସ ନ୍ୟୁଜ୍: ଅଦମ୍ୟ ଇଚ୍ଛା ଶକ୍ତି ଏବଂ ପରିଶ୍ରମ କେବେ ବି ବୃଥା ଯାଏନି। ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ମଧ୍ୟ ପ୍ରଦେଶର ଜଣେ ପରିବା ବିକାଳିଙ୍କ ଝିଅ ଅଙ୍କିତା ନାଗର। ଯିଏ କି ୨୯ ବର୍ଷ ବୟସରେ ସିଭିଲ ଜଜ୍ ପରୀକ୍ଷାରେ ସଫଳତା ଲାଭ କରିଛନ୍ତି। ଆଉ ବର୍ତ୍ତମାନ ସେ ଯୁବ ବିଚାରପତି ଭାବେ ପରିଚିତ। ତେବେ ଝିଅ ବିଚାରପତ
Download Argus News App
