ଏନେଇ ଦାରିଙ୍ଗବାଡି ପୋଲିସ ମାମଲା ରୁଜୁ କରି ତଦନ୍ତ ଅରମ୍ଭ କରିଛି ବୋଲି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ତେବେ ଏତେଗୁଡିଏ ଗଞ୍ଜେଇ କାହାର ଓ କେଉଁ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ କରାଯାଇଥାନ୍ତି। କୋଉମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ତଦନ କରୁଛି ପୋଲିସ ତାହା ଏପର୍ଯ୍ୟ କିଛି ଷ୍ପଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ ଯେ ସେହି ଅଞ୍ଚଳରେ ପୋଲିସ ପୂର୍ବରୁ ଏକାଧିକ ଥର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି ତଥାପି କିଭଳି ଆହୁରି ଗଞ୍ଜେଇ ବାହାରୁଛି ସେନେଇ ପୋଲିସର ତନା ଘନା ଅରମ୍ଭ ହୋଇଛି ।