Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଜମିବାଡ଼ି ବିବାଦ ନେଲା ଉଗ୍ରରୂପ: ଚାଲିଗଲା ବାପପୁଅଙ୍କ ଜୀବନ
ନିର୍ମାଣ ହେବ ବିଶ୍ବସ୍ତରୀୟ ଗୋଦାମଗୃହ, ସୁଦୃଢ଼ ହେବ ଭିତ୍ତିଭୂମି
ଅର୍ଗସ ବ୍ୟୁରୋ: ଖୋଲା ଆକାଶ ତଳେ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ। ବୃହତ ଶସ୍ୟ ଗୋଦାମ ଯୋଜନାରେ ସାମିଲ ହୋଇଛି ରାଜ୍ୟର 58ଟି ପେକ୍ସ ଓ ଲ୍ୟାମ୍ପ୍ସ। ଏଥିପାଇଁ 107 କୋଟି ଟଙ୍କାର ଅନୁମୋଦନ କରିଛନ୍ତି ସରକାର। ସର୍ବନିମ୍ନ 500 ମେଟ୍ରିକ୍ ଟନରୁ 2500 ମେଟ୍ରିକ୍ ଟନ ପର୍ଯ୍ୟନ୍ତ ଏହି ପେକ୍ସ ଗୁଡ଼ିକର କ୍ଷମତା ରହିବ। ସେହିପରି ପଶ୍ଚିମ ଓଡ଼ିଶାର 7 ଜିଲ୍ଲାରେ 24ଟି ପେକ୍ସରେ ବିଶ୍ବ
ନବୀନଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କୁ ବିରୋଧ
ବ୍ରହ୍ମପୁର: କ୍ଷମତାରୁ ଗଲା ପରେ ଦୁର୍ବଳ ହେଉଛି ବିଜେଡି । ନବୀନ ପଟ୍ଟନାୟକ କ୍ଷମତାରେ ଥିବାରୁ ତାଙ୍କୁ ମିଳୁଥିଲା ଜନ ସମର୍ଥନ। ଯେଉଁଠି ଜନ ସମର୍ଥନ ମିଳୁଥିଲା ସେଠି ତାଙ୍କ ନେତୃତ୍ବକୁ ପ୍ରତିନିଧି ମାନେ ମାନୁନାହାନ୍ତି । ଯେଉଁଠି ସେ ନେତୃତ୍ବ ନେଉଥିଲେ ସେଠାରେ ସୃଷ୍ଟି ହେଉଛି ବିବାଦ । କ୍ଷମତାରୁ ଗଲା ପରେ ହିଞ୍ଜିଳି ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି