Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଭିତରକନିକା ହବାଳିଖଟି ଲ୍ୟାଣ୍ଡଫଲ୍ ର କେନ୍ଦ୍ରସ୍ଥଳ
ଆହୁରି 1 ରୁ 2 ଘଣ୍ଟା ଲାଗି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ପ୍ରବେଶ କରୁଛି ବାତ୍ୟାର ଶେଷ ଅଂଶ । ଆହୁରି 1 ରୁ 2 ଘଣ୍ଟା ଲାଗି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଘଣ୍ଟାକୁ 12 କିମି ବେଗରେ ଅତିକ୍ରମ କରୁଛି ବାତ୍ୟା । କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳ ବର୍ଷାକୁ ବୋହୁଛି ପବନ । ଭୀଷଣ ରୂପ ନେଇ ଭିତରକନିକାରେ ତାଣ୍ଡବ କରୁଛି ବାତ୍ୟା ଦାନା । ସ୍ଥଳଭାଗ ଛୁଇଁବା ବେଳେ ସମୁଦ୍ରରେ ଉଠିଲା ଉଚ୍ଚ ଜୁଆର
ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି । ପବନ ପ୍ରଭାବରେ ଭିତରକନିକାରେ ଉଠିଲା ଜୁଆର । ଆଉ କିଛି ସମୟ ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପବନ ସମ୍ପୂର୍ଣ୍ଣ ସ୍ଥଳଭାଗ ଛୁଇଁଲେ ବେଗ କମିବ । ପୂର୍ବାହ୍ନରେ ଏହାର ତୀବ୍ରତା କମି ‘ବାତ୍ୟା’କୁ ଖସିବ । ଅପରାହ୍ନରେ ବାତ୍ୟାଟ