
ଭୁବନେଶ୍ୱର: ଆରମ୍ଭ ହୋଇଛି ଏସ୍ବିଆଇ ୟୋନୋ ସପିଂ ଫେଷ୍ଟିଭାଲ । ୟୋନୋ ଏକ ଡିଜିଟାଲ ଆପ୍ ଯାହାକି ଏସବିଆଇ ଦ୍ୱାରା ବିକଶିତ ହୋଇଛି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଏସବିଆଇ ଏହି ୟୋନୋ ଆପ୍ ମାଧ୍ୟମରେ ସପିଂ ପାଇଁ ବହୁ ସୁବିଧା ସୁଯୋଗ ଦେବାକୁ ଯୋଜନା କରିଛି ।
ଏହି ସପିଂ ଫେଷ୍ଟିଭାଲ ଏବେ ଚାଲୁ ରହିଛି । ୟୋନୋ ଆପ ସହାୟତାରେ ଗ୍ରାହକମାନେ ହାଉସ ଲୋନ, ଶିକ୍ଷା ଲୋନ, କାର ଲୋନ, ଗୋଲଡ଼ ଲୋନ ଇତ୍ୟାଦି ନେଇପାରିବେ । ଏହି ଲୋନ ଉପରେ ଜବରଦସ୍ତ ରିହାତି ମଧ୍ୟ ରହିଛି ।
ସେହିଭଳି ଅ।ମାଜୋନ, ଓୟୋ , ହୁଣ୍ଡାଇ, ମହିନ୍ଦ୍ର।, ତନିସ୍କି , ଟାଟା ମୋଟର୍ସ ଆଦି 17 ଟି ନାମୀ ଦାମୀ କମ୍ପାନୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଆଜି ଏନେଇ ଏକ ପ୍ରେସମିଯ୍ ଜରିଆରେ SBI ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀମତୀ ପ୍ରବୀଣା କାଲା ସୂଚନା ଦେଇଛନ୍ତି ।
