ଯୋଗ ବିଷୟରେ ଅନୁଧ୍ୟାନ ପାଇଁ ବିଶ୍ବରୁ ବହୁ ପର୍ଯ୍ୟଟକ ଭାରତ ଆସୁଛନ୍ତି। ଆଜି ଯୋଗ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି ଶ୍ରୀନଗରରେ ଡାଲ ହ୍ରଦ ନିକଟରେ ଯୋଗ ଅଧିବେଶନରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅହମଦାବାଦ୍ ରେ ଯୋଗ ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇଥିଲେ। କେବଳ ଭାରତର ନୁହେଁ ବିଶ୍ବକୁ ଜୋଡିବା ପାଇଁ ଭାରତର ଅବଦାନ ସାଜିଛି ଯୋଗ। ଆନ୍ତର୍ଜାତିକ ଯୋଗ ଦିବସ ରେ ଯୋଗମୟ ହେଲା ୧୯୦ ରୁ ଅଧିକ ଦେଶର କୋଣ ଅନୁକୋଣ। ତାଇମ୍ ସ୍କୋଯାର ରେ ଜୋଗ କଲେ ହଜାର ହଜାର ଲୋକ।
ଦିଲ୍ଲୀରେ ବିଭିନ୍ନ ଦେଶର କୂଟନୀତିଜ୍ଞମାନେ ଯୋଗ ଅଧିବେଶନରେ ଜୋଗ ଦେଇଥିଲେ। ଇଏମ୍ ଡ ଏସ୍ ଜୟଶଙ୍କ ନେତୃର୍ବରେ ଏହି ଯୋଗ ଅଧିବେଶନରେ ବିଦେଶୀ ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ କରି ସମାଜକୁ ସୁସ୍ଥ ଜୀବନ ପାଇଁ ବାର୍ତ୍ତା ଦେଇଛନ୍ତି ।.ଅହମଦାବାଦ୍ ରେ ଯୋଗ ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇଥିଲେ । ସେହିପରି ଯୋଗ ଦିବସରେ ନିଜକୁ ସାମିଲ୍ କଲେ ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ, ଜେପି ନଡ୍ଡା ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଅଧିକ ପଢନ୍ତୁ ଭାରତ ଖବର