ଗତ ଦୁଇଦିନ ହେଲା ଘରୁ ନିଖୋଜ ଥିଲେ ।ତେବେ ଯୁବକଟି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି।ପୋଲିସ୍ ଘଟଣା ସ୍ଥଳ କୁ ଯାଇ ଅଧିକ ତଦନ୍ତ ଜାରି ରଖିଛି। ଏଖବର ପ୍ରକାଶ ପାଇବା ପରେ ପରିବାରରେ ଦୁଃଖର ଛାୟୀ ଖେଳିଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ବରଗଡର ବରଡୋଲ ଗାଁରେ ଫୁଟବଲ ପଡିଆ ପାଖରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତ ଦେହ ଦେଖିବାକୁ ମିଳିଛି ।ମୃତ ଯୁବକ ଜଣକ ବରଡୋଲ ଗ୍ରାମର ହୋଇଥିବା ଜଣାପଡିଛି।