Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଖୁବଶୀଘ୍ର ଆଇନ ବିଭାଗ ଲାଗୁ କରିବାକୁ ଯାଉଛି ନୂଆ ୟୁନିଫର୍ମ ପଲିସୀ
ମୋରମ ରାସ୍ତାରେ ସାଜିଛି ଯିବା ଆସିବାର ମାଧ୍ୟମ
ଅର୍ଗସ ବ୍ୟୁରୋ: ରାସ୍ତା ନୁହେଁ ଏକ ପ୍ରକାର ମରଣଯନ୍ତା। ଏହି ରାସ୍ତାଟି ହେଉଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଯବାପଦର ଠାରୁ କନ୍ଦାଯୋଡି ନଦୀ ଘାଟକୁ ସଂଯୋଗ କରୁଥିବା ପ୍ରାୟ ତିନି କିଲୋମିଟର ରାସ୍ତା। ଏହି ରାସ୍ତା ଉପରେ 3ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି। ରାସ୍ତା କହିଲେ ଗୋଡିମାଟି ପଥୁରିଆ ଜଙ୍ଗଲୀ ରାସ୍ତା, ଖରା ଦିନ ହେଲେ ଯେମିତି ସେମିତି ଚଳିଯାଆନ୍ତି ଅଞ୍ଚଳବାସ
24 ବର୍ଷ ଶାସନରେ ଅପାରଗତାରୁ ଅଧୁରା ରହିଗଲା ବ୍ରିଜ୍ କାମ
ଅର୍ଗସ ବ୍ୟୁରୋ: ହାତ ଚାଖଣ୍ଡେରେ ଚାହିଁ ରହିଛି ବିପଦ । ଟିକିଏ ବି ଅସାବଧାନତା, ଚାଲିଯାଇପାରେ ଜୀବନ ।. ଇଏ ଦେଖନ୍ତୁ, ନଈ ମଝିରେ ଛିଡା ହୋଇଛି କେଇ ଖଣ୍ଡ ବାଉଁଶ ଓ କାଠ । ଦେଖିଲେ ବି ଭୟ ଲାଗୁଛି ।.. ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଶହ ଶହ ଲୋକଙ୍କ ନିତିଦିନିଆ ଚଲାପଥ । ଛାତିରେ ଭୟ ଥିଲେ ବି ଜୀବନକୁ ପାଣି ଛଡାଇ ଯାତାୟତ କରୁଛନ୍ତି ଗ୍ରାମବାସୀ । କାହିଁକି ନା ବିଜେଡ