ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧରେ ଲାଗି ରହିଛି ବର୍ଷା । ସୋନପୁର, ବଲାଙ୍ଗିର, ଅନୁଗୁଳ, ଦେବଗଡ଼ର କେତେକ ଅଞ୍ଚଳରେ ମେଘୁଆ ପାଗ ସହ ହାଲୁକା ବର୍ଷା ଟ୍ଵିନ୍ସିଟି ଭୁବନେଶ୍ଵର ଓ କଟକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସେପଟେ ଲୋଇସିଂହାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି। ଲୋଇସିଂହା, ପୁଇଁନ୍ତଳା, ଆଗଲପୁର ଅଞ୍ଚଳରେ ମଧ୍ୟରାତ୍ରରୁ ପବନ ସହ ବର୍ଷା ଜାରି ରହିବା ସହ କିଛି ସ୍ଥାନରେ ଚାଳ ଘର ଭାଙ୍ଗିବା ସହ ବିଦ୍ୟୁତ୍ ସରବରାହ ଠପ୍ ରହିଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର