ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜୁଛନ୍ତି ଅଗ୍ନିଶମ ବାହିନୀ । ଗତକାଲି(ଶନିବାର) ବିଳମ୍ବିତ ରାତି ହେବାରୁ ଖୋଜାଖୋଜି ବନ୍ଦ ରହିଥିଲା । ଆଜି ପୁଣି ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର ହୋଇଥିବା ଦୁଇ ଜଣ କକା ପୁତୁରା ହୋଇଥିବା ସୂଚନା ମିଳିଛି ।
ଆହୁରି ପଢନ୍ତୁ ଓଡିଶା ଖବର...