ଯାହାକି କଲରାପତରିଆ ବାଘ ଯୋଗୁଁ ହୋଇଥିବା ନେଇ ସୂଚନା ରହିଛି I ଅନ୍ୟପଟେ ବନ ବିଭାଗ ଲୋକଙ୍କୁ ସଚେତନ କରୁଥିବା ବେଳେ କାଳରପତରିଆ ବାଘ ବର୍ତ୍ତମାନ ଜନବସତି ମୁହାଁ ହେବା ହେଉଥିବା ବେଳେ ବନ ବିଭାଗ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇ ମୁଣ୍ଡ ଟେକିଛି । ଏବେ ପୁଣି ଲଖନପୁର ବ୍ଲକ ଜାମବେର୍ନା ଗ୍ରାମରେ ଦେଖିବାକୁ ମିଳିଛି କଲରାପତରିଆ ବାଘର ପାଦ ଚିହ୍ନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: