Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃଢ କରିବା ସହିତ ମିଶ୍ରଣ ପର୍ବରେ ନବାଗତଙ୍କୁ ସ୍ବାଗତ ଜଣାଇ ନିଷ୍ଠାପର ଭାବେ ଦଳର ବିଜୟୀ ପାଇଁ କାର୍ଯ୍ୟକରିବାକୁ ଆହ୍ବାନ କରିଛନ୍ତି ଶ୍ରୀଯୁକ୍ତ ସାମଲ । ଆଜି ଭୁବନେଶ୍ୱରରୁ ହେଲିକପ୍ଟ
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍କ ହଜାଇଲାଣି ନିଦ । ଥରହର ହେଲାଣି ବିଜେଡି ଶିବିର। କାରଣ ପୁଣି ଥରେ ଆଜି ରେ ଓଡ଼ିଶା ଆସୁଛନ୍ତି ମୋଦି । ଖାଲି ମୋଦି ଆସୁଛନ୍ତି ତାହା ନୁହେଁ ବରଂ ବିଜେପି ପାର୍ଟି ଅଫିସରେ ରୁଦ୍ଧଦ୍ଵାର ବୈଠ