ବିଦ୍ୟାଦାତ୍ରୀଙ୍କ ଆଶିଷ ପାଇଁ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ମାଆଙ୍କ ପୂଜା ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରାଯାଏ । ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପର ଅଧିଷ୍ଠାତ୍ରୀ ଦେବୀ ମା ହଂସବାହିନୀ । ବସନ୍ତ ଋତୁର ଆଗମନର ଏହି ଦିନରେ ଏହି ପୂଜା ହେବାର ବିଦ୍ଧି ରହିଛି ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ