ଅଧିକ ଖବର ପଢ଼ନ୍ତୁ: WTCର ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ୪୦୮ର ବିଶାଳ ସ୍କୋର କରିଥିଲା । ଏହି ଇଂନିସରେ ଖ୍ୱାଜା ୧୮୦, ଗ୍ରୀନ ୧୧୪ ରନ କରିଥିଲେ । ସେହିପରି ଭାରତ ବି ତାର ପ୍ରଥମ ଇଂନିସରେ ୫୭୧ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୧୮୬, ଶୁଭମନ ଗିଲ ୧୨୮ ଓ ଅକ୍ଷର ପଟେଲ ୭୯ ରନ କରିଥିଲେ । ପରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇଂନିସରେ ୨ ୱିକେଟ ହରାଇ ୧୭୫ ରନ କରି ମ୍ୟାଚ ଡ୍ର ରଖିଥିଲେ ।
Moment to savour 👏👏
This is #TeamIndia 🇮🇳#INDvAUS | @mastercardindia pic.twitter.com/j6ZR8R8fZr — BCCI (@BCCI) March 13, 2023