
Dimpal Swain
ଅର୍ଗସ ନ୍ୟୁଜ ପାଇଁ ବ୍ରେକିଂ ନ୍ୟୁଜ, ରାଜନୀତି, ଅନୁସନ୍ଧାନ ଓ ଗଭୀର ରିପୋର୍ଟ ପ୍ରସ୍ତୁତ କରୁଥିବା ବରିଷ୍ଠ ସାମ୍ବାଦିକ।
ସମସ୍ତ ଆର୍ଟିକିଲ୍
9 ଟି ମଧ୍ୟରୁ 9

ମୋଦି ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି ଜନତା
ମୁଣ୍ଡକୁ ଛାତ, ମା ମାନଙ୍କୁ ଉଜ୍ଜଳା ଗ୍ୟାସ ଯୋଜନା , ଯୁବକ ଯୁବତୀଙ୍କୁ ନିଯୁକ୍ତି, ଚାଷୀଙ୍କୁ ନିଜର ହକ୍, ମାଗଣା ଚାଉଳ ଗହମ ଦେବାରେ ସଫଳ ହୋଇଛନ୍ତି ମୋଦି ସରକାର । ଯାହାର ପ୍ରଭାବ ଏବେ ସାରା ଓଡିଶାରେ ଦେଖିବାକୁ ମିଳୁଛି ।

ଛୁଆଙ୍କୁ ବୁଦ୍ଧିମାନ କରିବାକୁ ଆପଣାନ୍ତୁ ଏହି ସବୁ ଟିପ୍ସ୍
ପ୍ରତ୍ୟେକଟି ବାପା ମା ଚାହାଁନ୍ତି ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ । ଭଲ ପାଠ ପଢି ସମାଜରେ ନାଁ କରନ୍ତୁ । କୁହାଯାଏ ମାଟିକୁ ଆମେ ଯେମିତି ଆକୃତି ଦେବା ସେ ସେମିତି ଆକୃତି ନେବ ।

୨୪ ଘଣ୍ଟା ଟ୍ରେନରେ ବିତୁଛି ଜୀବନ
ଘରେ ରହିବାକୁ କାହାକୁ ବା ଭଲ ଲାଗେ ନାହିଁ । ଘରେ ରହି ଛୁଟି ଦିନ ଟ୍ରେନ୍ କି ବସରେ ବୁଲିବାକୁ ବି ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ ଘର ଅପେକ୍ଷା ଟ୍ରେନରେ ରହିବାକୁ ବେଶି ଭାଲ ଲାଗେ ।

୧୦୦ ବର୍ଷ ଧରି ବଞ୍ଚିବାର ରହସ୍ୟ ?
୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ କାହାକୁ ବା ଇଚ୍ଛା ନଥାଏ ? ଆଜିକାଲିର ଜୀବନଶୈଳୀରେ ସୁସ୍ଥ, ନିରାମୟ ଜୀବନଯାପନ କରିବାକୁ ସମସ୍ତେ ଆଗ୍ରହୀ । କିନ୍ତୁ ଏହି ସୁସ୍ଥ, ନିରାମୟ ଜୀବନ ପାଇବାକୁ ହେଲେ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡେ ।

ଚିଲଡ଼ ବିଅର ପିଇବାକୁ କାହିଁକି ପସନ୍ଦ କରନ୍ତି ଲୋକେ ?
ଥଣ୍ଡା ବିଅର ପିଇବାକୁ ଅନେକ ଲୋକ ବେଶ ପସନ୍ଦ କରନ୍ତି । କିନ୍ତୁ କେତେବେଳେ ଭାବିଛନ୍ତି ଏହି ଥଣ୍ଡା ବିଅର ପିଇବାକୁ କଣ ପାଇଁ ଏତେ ବେଶି ଭଲଲାଗେ । କଣ ପାଇଁ ଏହି ଥଣ୍ଡା ବିଅରର ସ୍ଵାଦ ଲୋକଙ୍କୁ ବେଶି ଭଲ ଲାଗେ ?

ଆପଣ ଇନଷ୍ଟାଗ୍ରାମରେ ଭିଡିଓ କରିଛନ୍ତି କି
ସୋସିଆଲ ମିଡିଆରେ ଲୋକ ବିଭିନ୍ନ ପ୍ରକାରର ରିଲ୍ସ ଭିଡିଓ କରି ସେୟାର କରନ୍ତି । ଏହି ସବୁ ଭିଡିଓରେ ଭିନ୍ନ ଭିନ୍ନ ପ୍ରକାରର ଚ୍ୟାଲେଞ୍ଜ ରହିଥାଏ । ଏମିତି କିଛି ଚ୍ୟାଲେଞ୍ଜ କରି ପୋଲିସ ଏଫଆଇଆରର ଶିକାର ହୋଇଛନ୍ତି ମା-ପୁଅ ।

ହିଞ୍ଜିଳିରେ ଦାଦନ ମାଳମାଳ
ସବୁଠୁ ଅଧିକ ଦାଦନ ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରୁ । ନିଜ ଅଞ୍ଚଳରୁ ବାହାରି କାମ ପାଇଁ ବାହାରକୁ ଯାଉଛନ୍ତି । କଣ ପାଇଁ ଡାକ୍ତରୀ ପଦବୀ ଖାଲି ପଡିଛି ? କଣ ପାଇଁ ଅଧାରୁ ପାଠ ଛାଡୁଛନ୍ତି ପିଲା ?

ଫିର୍ ଏକ ବାର୍ ଡବଲ ଇଞ୍ଜୀନ ସରକାର
ଭାଷଣ ଆରମ୍ଭରୁ ଭାରତ ମାତା କି ଜୟ ନାରା ଦେଇଥିଲେ । ଓଡିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜନ ସରକାର । ଭାଜପାକୁ ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବ । ଓଡିଶାର ପୁଅ ,ଝିଅ ହିଁ ଏଠାରେ ମୁଖ୍ୟମନ୍ତ୍ରୀ ହେବ ।