
ଦ୍ୱିତୀୟ ଭୋଗମଣ୍ଡପ ପରେ 3 ଘଣ୍ଟା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ: ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଦ୍ୱିତୀୟ ଦିନରେ ପହଁଞ୍ଚିଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ । ନିବଦିନାତ୍ମକ ଯାତ୍ରାର ଆଜି ହେଉଛି ଚତୁର୍ଥ ଦିବସ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥରେ ଆଡ଼ପ ମଣ୍ଡପର

ବଡ ଭାଇ ପଛେ ପଛେ ଯାଉଛନ୍ତି ଭଉଣୀ ସୁଭଦ୍ରା
ଅର୍ଗସ ବ୍ୟୁରୋ: ଗଡିଲା ମା' ସୁଭଦ୍ରାଙ୍କ ଦର୍ପଦଳନ । ତାଳଧ୍ୱଜ ପରେ ଗଡିଚାଲିଛି ଦର୍ପଦଳନ । ଭକ୍ତମାନେ ଟାଣି ଟାଣି ନେଉଛନ୍ତି ରଥ । ଆଗେ ଆଗେ ଯାଉଛନ୍ତି ବଡ ଭାଇ । ପଛେ ପଛେ ଯାଉଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦୀର୍ଘ ଦୁ

ଆରମ୍ଭ ହେଲା ରଥଟଣା, ଦୁଇବର୍ଷ ପରେ ରଥ ଟାଣୁଛନ୍ତି ଭକ୍ତ
ଅର୍ଗସ ବ୍ୟୁରୋ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ରଥଟଣା । ପ୍ରଥମେ ଗଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଉତ୍ସାହର ସହ ରଥ ଟାଣି ଟାଣି ନେଉଛନ୍ତି ଭକ୍ତ । ଦୀର୍ଘ ଦୁଇ ବର୍ଷ ପରେ ରଥ ଟାଣିବାର ସୁଯୋଗ ପାଇ ଭକ୍ତଙ୍କ ମନରେ ଆନନ୍

କେମିତି ହଣା ଖାଇଲା ବିଜେ କାହାଳୀ ?
ଅର୍ଗସ୍ ବ୍ୟୁରୋ: ଗଜପତି ଯୁଦ୍ଧ ବୀରତି ନେଇଥାନ୍ତି। ହେଲେ ମା’ଙ୍କ ଆଦେଶ ଗଙ୍ଗାଙ୍କୁ ଉତ୍କଳ ଆଣିବେ। ମହାରାଜ ଧ୍ୟାନରତ ହେଲା ଆଗରୁ ପାତ୍ରମନ୍ତ୍ରୀଙ୍କୁ କହିଦେଲେ, ମୋ ଧ୍ୟାନ ଯେମିତି ନ ଭାଙ୍ଗେ। ଏହି କଥା ଶୁଣି ପାତ୍ରମନ୍ତ୍ରୀ ମୁଣ୍

‘ଛେରାପହଁରା’ ନୀତି ସମ୍ପନ୍ନ
ଅର୍ଗସ ବ୍ୟୁରୋ: ଧାଡି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂରତି । ରଥ ଉପରେ ଛେରା ପହଁରା ନୀତି କରିଛନ୍ତି ଗଜପତି ଦିବ୍ୟସିଂହ ଦେବ । ସୁବର୍ଣ୍ଣ ଚାମର ଧରି ଛେରା ପହଁରା କରିଛନ୍ତି ଗଜପତି । ପ୍ରଥମେ ତାଳଧ୍ୱଜ, ପର

ଶ୍ରୀ ଜଗନ୍ନାଥଙ୍କ କଥାରେ ବ୍ୟବହାର ହେଉଥିବା ଏ ଓଲାର ଶବ୍ଦଟି କ’ଣ ?
ଅର୍ଗସ୍ ବ୍ୟୁରୋ : ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମ ବଡ଼ ଠାକୁର। ତାଙ୍କ ଯାନୀଯାତ୍ରା, ପର୍ବ ପର୍ବାଣୀ ସବୁ ହେଉଛି ବୈଚିତ୍ରମୟ। ଅନ୍ୟପକ୍ଷରେ କହିଲେ ସେ ହେଉଛନ୍ତି ଆମମାନଙ୍କ ରାଜା। ତେଣୁ ରାଜାଙ୍କ ସମ୍ମୁଖରେ ଯେମିତି ମସାଲ, ଛତ୍ରୀ, ତ୍ରା

ହରିବୋଲ, ହୁଳହୁଳିରେ କମ୍ପୁଛି ଚଉଦିଗ
ଅର୍ଗସ ବ୍ୟୁରୋ: ତା’ର ଟିକିଏ ଝଲକ ପାଇବାକୁ ଲାଗିଛି ଗହଳି । ଭକ୍ତିରେ ଭିଜୁଛି ବଡଦାଣ୍ଡ । ଘଣ୍ଟ, ଘଣ୍ଟା,କାହାଳୀ, ହରିବୋଲ ହୁଳହୁଳିରେ ଫାଟି ପଡୁଛି ବଡଦାଣ୍ଡ । ସମୟ ବଢିବା ସହ ବଢୁଛି ଗହଳି, ବଢୁଛି ଉତ୍କଣ୍ଠା । ରଥ ଟାଣିବାକ

ପତିତପାବନ ଯାତ୍ରା ଆଉ ପତିତ ଚାରମାଳ
ଅର୍ଗସ ବ୍ୟୁରୋ: ଠାକୁରେ ପହଣ୍ଡି ହୋଇ ରଥକୁ ଆସିବେ। କାଲି ରାତିରୁ ଦେହରେ ସେନାପଟା ବାନ୍ଧିଥିଲେ ଭଗାରୀ ଦଇତା। ଶ୍ରୀମନ୍ଦିର ଶୂନ୍ୟ ହେବ ବୋଲି କାନ୍ଦିକାନ୍ଦି ନୟାନ୍ତ । ୯ଦିନର ବିରହ ତା ପାଇଁ କୋଟିଏ ଯୁଗ ଭଳି ଲାଗିବ। ତଥାପ

ତିନି ରଥରେ ବିରାଜମାନ କଲେ ଚତୁର୍ଦ୍ଧାମୂରତି
ଅର୍ଗସ ବ୍ୟୁରୋ: ପହଣ୍ଡିରେ ଆସି ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂରତି । ଛେରା ପହଁରା ପରେ ହେବ ରଥଟଣା । ନୀତିକାନ୍ତି 3 ଘଣ୍ଟା ଆଗୁଆ ଚାଲିଥିବାବେଳେ ରଥାଟଣା ମଧ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ହେବ ବୋଲି କୁହାଯାଉଛି । 2 ବର୍ଷ ପରେ ଭକ୍ତଙ୍
Download Argus News App
