ସୁଶାନ୍ତ ସିଂ ମୃତ୍ୟୁ ମାମଲାର ନ୍ୟାୟିକ ଲଢେଇର ଦିଗ ପରିବର୍ତ୍ତନ !
ବଲିଓଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କୁ 3 ମାସ ବିତି ଯାଇଥିଲେ ସୁଧ୍ଯା ଏବେବି ଘଟଣା ଉପରୁ ପରଦା ହଟିନାହିଁ।
ଦିନକୁ ଦିନ ମାମଲା ନୂଆ ର ମୋଡ଼ ନେବାରେ ଲାଗିଛି। ଏହା ସହ ନୂଆ ନୂଆ ରହସ୍ଯ ଉନ୍ମୋଚନ ହେଉଛି। ମୃତ୍ୟୁ ମାମଲା ବଲିଉଡର କଳା ରୂପକୁ ଉଜାଗର କରୁଛି। ଗଣ ମାଧ୍ୟମର ରିପୋଟିଂ, ସୁଶାନ୍ତ ଫ୍ୟାନ ଙ୍କ ଦାବି ଏବଂ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ମାମଲାଟି ୩ଟି ବଡ ଏଜଏନ୍ସି ହାତରେ।
#TheArgus #Argusnews #ArgusOdia #Susantsinghrajput #Bollywood