ଗତକାଲି କୁଳପତି କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିବାବେଳେ ଆଜି ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ବସିଛନ୍ତି ଛାତ୍ରୀ । ସେପଟେ ଆସନ୍ତା 30 ରୁ ମେ' 18 ତାରିଖ ଯାଏଁ ଚାଲିବ ଯୁକ୍ତ 3 ପରୀକ୍ଷା । ସେପଟେ ଦିନ 11 ଟା 30 ସୁଦ୍ଧା ଭୁବନେଶ୍ୱରରେ 39.2 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୦.୪
ସମ୍ବଲପୁର: ୪୦
କେନ୍ଦୁଝର: ୪୦
ଚାନ୍ଦବାଲି: ୩୯.୬
ଭୁବନେଶ୍ୱର: ୩୯.୨
ହୀରାକୁଦ: ୩୯.୨
ବାଲେଶ୍ୱର: ୩୯
ରାଉରକେଲା: ୩୮.୮
ପୁରୀ: ୩୪.୨
ପାରାଦୀପ: ୩୩.୪
ଗୋପାଳପୁର: ୩୩.୪ — Meteorological Centre, Bhubaneswar (@mcbbsr) April 26, 2024