ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ପରୀକ୍ଷା ଫଳ । ସମ୍ବଲପୁର ଜିଲ୍ଲାର ବିକାଶରେ ପାଠ ପଢୁଥିବା କୁଚିଣ୍ଡା ଉପଖଣ୍ଡର ଜମନକିରା ବ୍ଲକ ଜାମୁମାଲ ଗାଁର ଝିଅ ଛବିରାଣୀ ରଣା ୫୬୦ ମାର୍କ ରଖି ପଶ୍ଚିମ ଓଡ଼ିଶାରେ ଟପର ହୋଇଥିବା ବେଳେ ଓଡିଶାରେ ନବମ ସ୍ଥାନରେ ଅଛନ୍ତି ...ତାଙ୍କ ସହିତ ଆଲୋଚନା
#TheArgus #Sambalpur #Kuchinda #PlusTwo_Science_Result_Topper