ପୂର୍ଣ୍ଣିମା ପାଇଁ ପାଣି ଖସୁନି । ତିନିଦିନ ଲାଗିବ ଜଳ ନିଷ୍କାସନ ପାଇଁ । ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରକୁଦକୁ ୩ ଲକ୍ଷ ୫୯ ହଜାର ପ୍ରବେଶ । ୨୪ ଗେଟ ଦେଇ ୪ ଲକ୍ଷ ଘନଫୁଟ ନିଷ୍କାସିତ ହେଉଛି... ଏନେଇ ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ...
#Argusnews #Odisha #Flood_Situation #Water_Resource_Dept #JotirmayaRath