ରାଜ୍ୟରେ ଆଗାମୀ ପିଢି ହୋଇପାରନ୍ତି ଦୁର୍ବଳିଆ ଓ ନିର୍ବୁଦ୍ଧିଆ । କାରଣ ରାଜ୍ୟରେ ରକ୍ତହୀନତାର ଶିକାର ମାଆ, ଅପପୁଷ୍ଟିର ଶିକାର ଶିଶୁ । ରାଜ୍ୟରେ ଅପପୁଷ୍ଟି ରୋକିବାକୁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ଏହାକୁ ଗୁରୁତ୍ବର ସହ ନିଆଯାଉନି । ଫଳରେ ଓଡ଼ିଶା ଜାତୀୟ ପୁଷ୍ଟି ମିସନରେ ଫେଲ୍ ରାଜ୍ୟ ସରକାର ...
#ArgusNews #Odisha #Hunger #malnutrition