ମରୁଡ଼ି ଘୋଷଣା ଦାବିରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ଝାରସୁଗୁଡାରେ କରିଛି ତହସିଲ ଘେରାଓ । ସମଗ୍ର ଅଞ୍ଚଳରେ ଜଳସେଚନ ସୁଵିଧା କରିବା ସହ ମରୁଡ଼ି ଘୋଷଣା ପାଇଁ ଦାବି କରିଛି ବିଜେପି I
#ArgusNews #Odisha #BJP4IND #Jharsuguda