ଆଜିର ସତେଜ ସକାଳର ଅତିଥି ସୁନ୍ଦରଗଡ଼ର ଶିବାଶିଷ ପାଢ଼ୀ। ପେଶାରେ ଜଣେ ଶିକ୍ଷକ। ହେଲେ ନିଶା କଲମ ଚାଳନା। ଦୁର୍ଗମ ଅଞ୍ଚଳରେ ଶିକ୍ଷା ବିକାଶ କ୍ଷେତ୍ରର ଗୁରୁତ୍ବ ପଦକ୍ଷେପ ନେଇ ଶ୍ରେଷ୍ଠ ଶିକ୍ଷକ ପୁରଷ୍କାରରେ ସମ୍ମାନିତ ହୋଇଛନ୍ତି।
#SatejSakala #Guest #Teacher #Writer #Sundargarh #sibasishPadhi #ArgusNews