୨୨ବର୍ଷର ଅପାରଗ ସରକାର ଓଡିଶାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୃଦୃଢ କରିପାରିଲା ନାହିଁ । ଓଡିଶାରେ ନା ପର୍ଯ୍ୟାପ୍ତ ଡାକ୍ତର ଅଛନ୍ତି ନା ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ କର୍ମୀ ଅଛନ୍ତି ଶିଣନ୍ତୁ କଣ କହିଛନ୍ତି ବିଜେପି ନେତ୍ରୀ ବବିତା ପାତ୍ର
#ArgusNews #Odisha #ArgusSpecial #Rokthok #GovernmentPosting #Doctorsissue