ଆଜିକା ଦିନରେ କ୍ରାଇମ୍ ବ୍ରାଞ୍ଚ ଉପରୁ ଲୋକଙ୍କ ଭରସା ଉଠିଗଲାଣି !
କ୍ରାଇମ୍ ବ୍ରାଞ୍ଚ ଠାରୁ ଜେନେରାଲ ପୋଲିସ ଭଲ ତଦନ୍ତ କରୁଛନ୍ତି । ରାଜ୍ୟ ସରକାର କାହାକୁ ନା କାହାକୁ ବଞ୍ଚେଇବା ପାଇଁ ଗୋବିନ୍ଦ ସାହୁ କେସ୍ କୁ କ୍ରାଇମ୍ ବ୍ରାଞ୍ଚକୁ ଦେଇଛନ୍ତି : ବରିଷ୍ଠ ଆଇନଜୀବୀ ପାର୍ଥସାରଥୀ ନାୟକ
#ArgusNews #RokThok #GobindaSahu #deathMystery #CrimeBranch #OdishaGovt #Odisha