ନୂଆଦିଲ୍ଲୀର ଅଗ୍ରଣୀ ଓଡ଼ିଆ ସାମାଜିକ ସଂଗଠନ ଆୟୁଷ୍ମାନ ଫାଉଣ୍ଡେସନ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଶାଖା ତରଫରୁ ୟାଶ୍ ବାତ୍ୟାରେ ପ୍ରଭାହିତ ୧୦୦ରୁ ଉର୍ଦ୍ଧ୍ବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି...
#ArgusNews #Odisha #Kendrapara #Rajkanika #ayushmanfoundation #fooddistribution