ପୁଣି ଟଙ୍କା ପାଇଁ ବନ୍ଧା ପଡିଲା ଶବ। ନୟାଗଡର ଅମୂଲ୍ୟ ପରିଡା, କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଟ୍ରିଟମେଣ୍ଟ କାଳରେ ପରିବାର ପକ୍ଷରୁ ୫ଲକ୍ଷ ଟଙ୍କା ଦିଆଯାଇଥିଲା।
#ArgusNews #Odisha #ArgusNewsTv #Bhubaneswar #kalingahospital